କରୋନା ମୁକାବିଲା ପାଇଁ ସନ୍ଧ୍ୟା ୬ରୁ ଦୋକାନ ବଜାର ବନ୍ଦ କରିବାକୁ ବ୍ୟବସାୟୀ ସଂଘର ପରାମର୍ଶ

ଭୁବନେଶ୍ୱର : ରାଜଧାନୀରେ କରୋନା କେମିତି ଆୟତ୍ତକୁ ଆସିବ, ସେ ନେଇ ସବୁ ସ୍ତରରୁ ଉଦ୍ୟମ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ପୁଲିସ୍‌ ପକ୍ଷରୁ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସହରର ପ୍ରମୁଖ ବଜାର ଘାଟରେ ପୁଲିସ୍‌ ଚଢ଼ଉ କରି ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବା ସହ ଦୋକାନ ମଧ୍ୟ ସିଲ୍‌ କରୁଛି। କିନ୍ତୁ ସବୁ ଉଦ୍ୟମ ସତ୍ତ୍ୱେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା କମୁନି। ପ୍ରତିଦିନ ୩ ଶହରୁ … Continue reading କରୋନା ମୁକାବିଲା ପାଇଁ ସନ୍ଧ୍ୟା ୬ରୁ ଦୋକାନ ବଜାର ବନ୍ଦ କରିବାକୁ ବ୍ୟବସାୟୀ ସଂଘର ପରାମର୍ଶ